କଟକ(୦୯/୧୨/୨୦୨୦): କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଉଚ୍ଛେଦ ବେଲେ ଉତ୍ତେଜନା ଦେଖିବାକୁ ମିଳିଛି।
ଜଗତପୁର ଗୋଲେଇ ଛକରେ ଉଛେଦ ବେଳେ ବିରୋଧ କରି ରାସ୍ତା ରେ ବସିଲେ ବ୍ୟବସାୟୀ।
ସେମାନେ ଦବିକଲେ ଯେ ତାଙ୍କୁ ପ୍ରଥମେ ଥଇଥାନ କରାଯାଉ ଓ ପରେ ଉଚ୍ଛେଦ।
powered by social2s