ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ସଦର ପୋଲିସ ସୀମା ଅନ୍ତର୍ଗତ କାଠବାଡି ଗ୍ରାମରେ ଏକ ଜେନେରେଟର ଦ୍ୱାରା ଧୂଆଁ ନିର୍ଗତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତ ଦୁଇଜଣକୁ ଯଥାକ୍ରମେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ କେଉଁଝର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ନିଆ ଯାଇଥିଲା l
ଦୁର୍ଘଟଣା ଘଟିବା ସମୟରେ ପୀଡିତାମାନେ ଶୋଇଥିଲେ।
powered by social2s