ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଲୟ ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲଘୁଚାପ ଏବେ ଉତ୍ତର ଆଣ୍ଡାମାନ ଓ ପାଶ୍ୱବର୍ତୀ ଦକ୍ଷିଣପୂର୍ବ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ବାୟୁମଣ୍ଡଳରେ ୭.୬ କିମି ବ୍ୟାପିଛି ସୃଷ୍ଟ ଘୁର୍ଣ୍ଣିବଳୟ। ଆଜି ସଦୃଶ୍ୟ ଲଘୁଚାପ ନେଇପାରେ ଅବପାତ ରୂପ।
powered by social2s

