ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ୱର ପ୍ଲେଟ୍ ଅବଧି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପୁଣିଥରେ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ୍ ରେଜିଷ୍ଟ୍ରସନର ଅବଧି ବଢ଼ାଇଲେ ସରକାର। ମାସେ ପାଇଁ ଅବଧି ବଢ଼ାଇବାକୁ ପରିବହନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି । ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ହାଇସିକ୍ୟୁରିଟି ନମ୍ୱର ପ୍ଲେଟର ଅବଧି ବୃଦ୍ଧି କଲେ ସରକାର ।

powered by social2s