ଭୁବନେଶ୍ୱର ରୁ ଜୟପୁର ବିମାନ ସେବା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ।ଏହି ସେବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ଟି ସିଟ୍ ବିଶିଷ୍ଟ ଇଣ୍ଡିଆ ଏୟାର ୱାନ୍ ବିମାନର ଯାତ୍ରା ଆରମ୍ଭ ହୋଇଛି। ଟିକେଟ ମୂଲ୍ୟ ୯୯୯ ଟଙ୍କା ଧାର୍ଜ୍ୟ କରାଯାଇଛି।

powered by social2s