ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍। ଗିରଫ ଅଭିଯୁକ୍ତ ୨ ଜଣଙ୍କ ମଧ୍ଯରୁ ଜଣେ ଚନ୍ଦନପୁର ଓ ଅନ୍ୟ ଜଣେ ଅନୁଗୁଳର ବୋଲି ସୂଚନା ମିଳିଛି। ମହିଳା ଜଣକ କୌଣସି କାମ ପାଇଁ କଟକରୁ ଭୁବନେଶ୍ୱର ଆସିଥିଲେ। ରାତି ଅଧିକ ହୋଇଯିବାରୁ ସେ କଟକ ଫେରି ପାରିନଥିଲେ। ଅଭିଯୁକ୍ତ ୨ଜଣ ତାଙ୍କର ଥଇଥାନ କରାଇ ଦେବା ଆଳରେ ଦୁଷ୍କର୍ମ କରିଥିବା ମହିଳା ଜଣକ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି।

powered by social2s