ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା, ୨ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା NH-୩୫୩ ରେ ଆଜି ଏକେ ଦୁର୍ଘଟଣା ଘଟିଛି।
 
ଟ୍ରକ ଓ ବୋଲେରୋ ଗାଡି ମଧ୍ୟରେ ଧକ୍କା ଲାଗିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି।
ମୃତକ ହେଲେ ଗଜେନ୍ଦ୍ର ଏବଂ ସୁଦେମନା ଦଣ୍ଡସେନା।
 
ସେପଟେ କନ୍ଧମାଳ ଜିଲ୍ଲା ଗଡ଼ିଆ ପଡା ଘଟିରେ ଏକେ ବୁସ ଓଲଟି ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
 
 
 
powered by social2s