ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରୁ ଆରବିଆଇ ପକ୍ଷରୁ ଲଞ୍ଚ କରାଯିବ ଡିଜିଟାଲ ଟଙ୍କା। ପ୍ରାଥମିକ ଅବସ୍ଥାରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ ହେବ। ଏହି ୪ଟି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ରହିଛି। ଏନେଇ ଆରବିଆଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି ।
powered by social2s

