ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ପରିବାରକୁ ନାୟ ଦବା ଦାବିରେ ବିଧାନସଭା ଘେରାଉ କଲା ନବ ନିର୍ମାଣ ଛାତ୍ର ସଂଗଠନ । ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ମା ବି ଆନ୍ଦୋଳନରେ ଥିଲେ ସାମିଲ। ବିଧାନସଭା ଆଡକୁ ଆଗେଇବା ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଲା ପୋଲିସ। ଏହି ସମୟରେ ଆନ୍ଦୋଳନଙ୍କାରୀ ଓ ପୋଲିସ ମଧ୍ୟରେ ଏକ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
powered by social2s

