ଭୁବନେଶ୍ୱର: BMCର ଅଳିଆ ଗାଡ଼ି ଚଢ଼ି ପୁଣି ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା। VSS ନଗର ନିକଟ ସୈନିକ ସ୍କୁଲ ପଛପଟ ଅଳିଆ ଗଦା ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଜଣକ ସ୍ଥାନୀୟ ବସ୍ତିର ହୋଇଥିବା ସୂଚନା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହ ରାସ୍ତାରୋକ କରିଛନ୍ତି ଲୋକେ।
powered by social2s

