ପଦ୍ମପୁରରେ ରେକର୍ଡ ମତଦାନ ନେଇ ସିଇଓଙ୍କ ସୂଚନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ପଦ୍ମପୁରରେ ରେକର୍ଡ ମତଦାନ ନେଇ ସିଇଓ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି । ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ହୋଇଥିବା ସୂଚନା । ଏବେ ମଧ୍ଯ ଆଉ ୭୧ଟି ବୁଥ୍‌ରେ ମତଦାନ ଚାଲିଥିବା ସୂଚନା ଦେଲେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ।

powered by social2s