ଧନୁଯାତ୍ରାର ଶିଶୁକଳାକାର ବଳରାମଙ୍କ ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରଗଡ଼: ବରଗଡ଼ ଧନୁଯାତ୍ରାରେ ବଳରାମଙ୍କ ଚରିତ୍ର ପାଇଁ ମନୋନୀତ ହୋଇଥିବା ଶିଶୁକଳାକାରଙ୍କ ମୃତ୍ୟୁ। ୧୨ ବର୍ଷ ବୟସର ଶିଶୁକଳାକାର ଶ୍ରେୟସ ପୂଜାରୀଙ୍କ ମୃତ୍ୟୁ। ଶ୍ରେୟସ ଘରେ ଖେଳୁଥିବା ବେଳେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ବରଗଡ଼ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।

powered by social2s