ଓମଫେଡ୍ ଷ୍ଟଲ୍ ମାଲିକଙ୍କୁ ବିଏମସିର ଚେତାବନୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓମଫେଡ୍ ଷ୍ଟଲ୍ ମାଲିକଙ୍କୁ ବିଏମସିର ଚେତାବନୀ। ଦୋକାନରେ ପାନ ଗୁଟ୍‌ଖା ବିକ୍ରି କରିବା ବାରଣ। ଅମାନିଆ ହୋଇ ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଓମଫେଡ୍ ଦୋକାନୀଙ୍କ ସହ ଅନ୍ୟାନ୍ୟ ଦୋକାନୀମାନେ ନିଜ ଦୋକାନର ୫ମିଟର ପର୍ଯ୍ୟନ୍ତ ଅଚଂଳ ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା ଅଲଗା ନ ରଖିଲେ ୫ହଜାର ଟଙ୍କାର ଜୋରିମାନା ଗଣିବେ ଦୋକାନୀ । ନଚେତ୍ ଦୋକାନ ବନ୍ଦ କରିବା ନେଇ ଚେତାବନୀ ଦିଆଯାଇଛି।

powered by social2s