ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: ପୋଖରୀରେ ବୁଡ଼ି ୩ ଜଣ ସପ୍ତମ ଶ୍ରେଣୀର ପିଲାଙ୍କ ମୃତ୍ୟୁ ହୋଇଥିଲା ଜଣାପଡ଼ିଛି। ପୋଖରୀରେ ଗାଧଉଥିବା ବେଳେ ଘଟିଛି ଏହି ଅଘଟଣ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟା ଗାଁରେ ଘଟିଛି ଘଟଣା। ରେଡ କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

powered by social2s