ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଖଡ଼ିଅଂଟା ଗାଁରେ ଧାନକଟା ମେସିନ୍ ମାଡ଼ି ଯାଇ ଜଣେ ୮ ବର୍ଷର ବାଳକଙ୍କ ମୃତ୍ୟୁ ହୋଇଛି। ବିଲକୁ ବାପାଙ୍କ ପାଇଁ ପାଣି ନେଇ ଯାଉଥିବା ବେଳେ ଘଟିଛି ଏହି ଅଘଟଣ। ମୃତ ବାଳକ ଜଣକ ହେଲେ ସନ୍ନ୍ୟାସୀ ମଲିକଙ୍କ ପୁଅ ଶିବ ମଲିକ ।
powered by social2s

