ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚରେ ଅତ୍ୟଧିକ ଭିଡ଼ରେ ଅଚେତ ହୋଇଗଲେ ୬ ଜଣ ଛାତ୍ରୀ। ଭକ୍ତଙ୍କ ଭିତରେ ଠେଲାପେଲା ହେବାରୁ ସେମାନେ ଅଣନିଶ୍ୱାସୀ ହୋଇଥିବା ସୂଚନା। ମୟୁରଭଞ୍ଜ ହୃଦାନନ୍ଦ ହାଇସ୍କୁଲ୍ ର ଛାତ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ। ଅସୁସ୍ଥ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
powered by social2s

