ଛାତ୍ରଙ୍କୁ ବଞ୍ଚାଇ ନଦୀରେ ବୁଡ଼ିଗଲେ ଶିକ୍ଷକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କଣ୍ଟିଲୋ ମହାନଦୀରେ ବୁଡ଼ି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ହେଲେ ସରୋଜ କୁମାର ଦାସ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଶଙ୍ଖପଦା ଗାଁରେ। ଜଣେ ଛାତ୍ରଙ୍କୁ ପାଣିରେ ବୁଡ଼ି ଯାଉଥିବା ଦେଖି ନଦୀକୁ ଡେଇଁଥିଲେ ଶିକ୍ଷକ। ଛାତ୍ର ଜଣକ ବଞ୍ଚି ଗଲେ କିନ୍ତି ଶିକ୍ଷକଙ୍କୁ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର।

powered by social2s