ପୁରୀ: ପୁରୀ ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ଜଣେ ୧୨ ବର୍ଷର ବାଳକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ବାଳକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଦୀପରାଜ ଭୂୟାଁ। ଦୀପରାଜଙ୍କ ପରିବାର ଲୋକେ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି।
powered by social2s