ଜୟପୁର: କୋରାପୁଟ ଜିଲ୍ଲାର ଏକ ସ୍କୁଲର ହଷ୍ଟେଲ ଛାଡ଼ି ପଳାଇଲେ ୧୫ ଛାତ୍ର। ବୈପାରିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନ୍ତେବାସୀ ହଷ୍ଟେଲ ଛାଡ଼ିଥିବା ସୂଚନା। ଛାତ୍ରାବାସରେ ଅବ୍ୟବସ୍ଥା ଯୋଗୁଁ ସେମାନେ ଛାଡ଼ି ପଳାଇଥିବା ସୂଚନା।
powered by social2s