ନିଖୋଜର ୩ ବର୍ଷ ପରେ ମିଳିଲା ମୃତଦେହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଶାନ୍ତିନଗର ସ୍ଥିତ ନିଜ ଘର ପାଇଖାନା ଟାଙ୍କିରୁ ଦୀର୍ଘ ୩ ବର୍ଷ ମୃତଦେହ ଉଦ୍ଧାର। ମୃତକ ଜଣକ ହେଲେ ଡମ୍ବରୁଧର ପାତ୍ର। ଡମ୍ବରୁଧର ପାତ୍ର ୧୬ ଜୁନ୍ ୨୦୨୦ରୁ ନିଖୋଜ ଥିଲେ। ନିଖୋଜ ନେଇ ମୃତକଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ନିଖୋଜର ଦୀର୍ଘ ୩ ବର୍ଷ ପରେ ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ ।

powered by social2s