ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଲେ ସାଂଘାତିକ ମନ୍ତବ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଲେ ସାଂଘାତିକ ମନ୍ତବ୍ୟ। ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ପରିଚାଳିତ । ଆଟ୍ରୋସିଟି କେସ୍‌ରେ ପୋଲିସ-ଓକିଲ କମିଶନ ଖାଉଛନ୍ତି । SDPO ତଦନ୍ତରେ ଅଭିଯୋଗ ପ୍ରମାଣିତ ହେଲେ ପୀଡ଼ିତଙ୍କୁ ମିଳୁଛି କ୍ଷତିପୂରଣ। ୨ ଲକ୍ଷ ଟଙ୍କାରୁ ପୀଡ଼ିତ ୫୦ ହଜାର କ୍ଷତିପୂରଣ ପାଇଲେ ବି ଖୁସି ହେଉଛନ୍ତି ପୀଡ଼ିତ। ପୀଡ଼ିତଙ୍କ ବାକି କ୍ଷତିପୂରଣରୁ କିଛି ପୋଲିସ, କିଛି ଓକିଲ ନେଇଯାଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି । କେତେକ କ୍ଷେତ୍ରରେ SC/STଙ୍କୁ ପଲିଟିକାଲ ଟୁଲ୍ ଭାବେ ମଧ୍ଯ ବ୍ୟବହାର କରାଯାଉଥିବା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ।

powered by social2s