ସୋର: ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା କରଞ୍ଜାବିନ୍ଧା ଗାଁ ପାଖ କିଆବୁଦା ମୂଳରୁ ଉଦ୍ଧାର ହେଲା ବର୍ଷକର କ୍ଷତାକ୍ତ ଶିଶୁ ପୁତ୍ର। କରଞ୍ଜାବିନ୍ଧା ଗାଁ ଲୋକେ ଶିଶୁଟିକୁ ଉଦ୍ଧାର କରି ମେଡିକାଲ୍ ନେଇଛନ୍ତି। ଶିଶୁପୁତ୍ରର ପରିଚୟ ମିଳିନ ଥିବା ବେଳେ ଏପରି ଘଟଣା ପଛରେ କିଏ ଅଛି, ସେ ନେଇ କୌଣସି ସୂଚନା ମିଳିନି।
powered by social2s