ଘୋଷଣା ହେଲା ପଦ୍ମ ପୁରସ୍କାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର:  ପଦ୍ମ ପୁରସ୍କାର ପାଇଁ ମନୋନୀତ ହେଲେ ୧୦୬ ଜଣ ,ପଦ୍ମଶ୍ରୀ ସମ୍ମାନ ପାଇଁ ୨୫ ଜଣ, ପଦ୍ମ ବିଭୂଷଣ ସମ୍ମାନ ପାଇଁ ୬ଜଣ ଓ ପଦ୍ମ ଭୂଷଣ ସମ୍ମାନ ପାଇଁ ୯ ଜଣ ମନୋନୀତ ହୋଇଛନ୍ତି। ORS ପାୟୋନିୟର ଦିଲ୍ଲୀପ ମହାଲାନାବିସ ପାଇବେ ପଦ୍ମ ବିଭୂଷଣ ସମ୍ମାନ। ଓଡ଼ିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର ।ଓଡିଶାରୁ ପଦ୍ମଶ୍ରୀ ତାଲିକାରେ ସାମିଲ ହୋଇଛନ୍ତି ସମାଜସେବୀ ହୀରାବାଈ ଲୋବି ଓ ଆର୍. ନ୍ୟୁମେ। କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର ଓ କ୍ରୀଷ୍ଣା ପଟେଲ ପାଇବେ ପଦ୍ମଶ୍ରୀ। ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ମିଳିବ ପଦ୍ମଶ୍ରୀ। ପଟ୍ଟାୟତ ସାହୁଙ୍କୁ କୃଷିରେ ଅବଦାନ ପାଇଁ ପାଇବେ ପଦ୍ମଶ୍ରୀ।

powered by social2s