ଏଣିକି ଭୁବନେଶ୍ବରରେ କିନ୍ନର କାଟିବେ ପାର୍କିଙ୍ଗ ଚାଲାଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଟିଜି ସ୍ୱଈକୃତୀକୁ ସହରର ଦୁଇଟି ପ୍ରମୁଖ ପାର୍କିଙ୍ଗ ଲର୍ଡ ହସ୍ତାନ୍ତର ହୋଇଛି। 

ରାଜମହଲ ଛକରେ ଏହାର ଉଦ୍ଘାଟନ କରିଛନ୍ତି ବି ଏମ୍ ସି କମିଶନର ପ୍ରେମଚନ୍ଦ୍ର ଚୈଧୁରୀ। 

ପରୀକ୍ଷା ମୂଳକ ଭାବରେ ୨ମାସ ପର୍ଯ୍ୟନ୍ତ ୧୭ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି।

 

powered by social2s