![]()
ଭୁବନେଶ୍ୱର: ଖୋର୍ଦ୍ଧା ପିଚୁକୁଳୀ ନିକଟରେ ଜଣେ ଗୋରୁ ବେପାରୀଙ୍କ ଠାରୁ ୬, ୭୬, ୦୦୦ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି।
୩ଜଣ ଦୁର୍ବୁତ୍ତ ଏକ ସ୍କର୍ପିଓରେ ଆସି ବେପାରୀଙ୍କ ଠାରୁ ଟଙ୍କା ଛଡାଇ ନେଇଥିବା ଜଣାପଡିଛି।
ଏନେଇ ବେଗୁନିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
powered by social2s

