ଭୁବନେଶ୍ବରରେ ଧରାପଡ଼ିଲେ ୨୧ ମଦୁଆ ଡ୍ରାଇଭର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବରରେ ଗାଡ଼ି ଯାଞ୍ଚ ବେଳେ ଧରାପଡ଼ିଲେ ୨୧ ଜଣ ମଦୁଆ ଡ୍ରାଇଭର। ଲକ୍ଷ୍ମୀସାଗର ଥାନା ଅଂଚଳରେ ସର୍ବାଧିକ ୭ଟି ଗାଡ଼ି ଜବତ କରାଯାଇଛି। ଜଟଣୀ ଥାନା ଅଂଚଳରେ ୫ ଜଣ ମଦ୍ୟପଙ୍କ ଗାଡ଼ି ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ପ୍ରମୁଖ ଛକ ଗୁଡ଼ିକରେ ପୋଲିସ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା।

powered by social2s