ବୌଦ୍ଧ: ବୌଦ୍ଧ ଜିଲ୍ଲା ପେଞ୍ଜବଳି ଜଙ୍ଗଲରୁ ୧୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଚଢ଼ାଉ କରିଥିଲା ପୋଲିସ୍। ଚଢ଼ାଉ ବେଳେ ଘଟଣାସ୍ଥଳରୁ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହୋଇଥିବା ସୂଚନା ମିଳିଛି।
powered by social2s