ଭୁବନେଶ୍ୱର: ଭୁବନେଶ୍ବର ବରମୁଣ୍ଡା ନୂଆ ରାସ୍ତାରେ ବୋମାମାଡ଼ ହୋଇଛି। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ ଏକ କାର୍ ର କାଚ ଭାଙ୍ଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଏକ କାର୍ ଜବତ କରି ଖଣ୍ଡଗିରି ପୋଲିସର ତଦନ୍ତ ଆରମ୍ଭ କରିଛି।
powered by social2s