ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ ହୋଇଛି। ଏକ ଆପାର୍ଟମେଣ୍ଟରରୁ ମହିଳାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ପକ୍ଷରୁ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରାଯାଇଛି। ମୁଣ୍ଡ ଜାମିନ ରଖି ଅପହରଣକାରୀ ଏକ କୋଟି ଟଙ୍କା ମାଗିଥିବା ସୂଚନା ମିଳିଛି।
powered by social2s