କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳରେ ୧୩୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରଯାଇଛି। ପୋଲିସ୍ ଓ ବନ ବିଭାଗ କର୍ମଚାରୀଙ୍କ ଦ୍ଵାରା ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଜଣାପଡ଼ିଛି। ସରକାରୀ ଓ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇବା ପରେ ନିଆଯାଇଛି ଏହି ପଦକ୍ଷେପ।
powered by social2s