ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅଂଚଳରେ ଥିବା ସର୍ଟ ହୋମ୍ ଆପାର୍ଟମେଣ୍ଟରୁ ୪୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଆପାର୍ଟମେଣ୍ଟରେ ଥିବା ୪ଟି ଫ୍ଲାଟ୍ ରୁ ଲୁଟ୍ ହୋଇଥିବା ପାହାଳ ଥାନାରେ ଅଭିଯୋଗ କରାଯାଇଛି। ସିସିଟିଭି କ୍ୟାମେରା ଭାଙ୍ଗି ସୁନା ଗହଣା ନେଇ ଫେରାର ହୋଇଯାଇଛନ୍ତି ଲୁଟେରା। ତେବେ ଡିଭିଆରରୁ ଭିଡିଓ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍।
powered by social2s