ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଜଡ଼ା ଗାଁର ଏକ ନାଳରୁ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଦିନ ତଳୁ ନିଖୋଜ ଥିଲା, ଝିଅକୁ ହତ୍ୟା ପରେ ଫିଙ୍ଗିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତି ପୋଲିସ୍ ଦ୍ଵାରା ଅଟକ ଥିବା ସୂଚନା।
powered by social2s