ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ପୋଲିସ୍ ଏନକାଉଣ୍ଟରରେ ଜଣେ ଆପାର୍ଟମେଣ୍ଟ ଲୁଟେରା ଆହତ ହୋଇଥିବା ସୂଚନା। ଭୋର୍ରେ ଲୁଟ୍ ଉଦ୍ୟମ ବେଳେ ଅର୍ଜୁନ ଅନାରେକୁ ଏନକାଉଣ୍ଟର ହୋଇଛି। ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି। ଅପରାଧୀକୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଚଳାଇଥିଲା ଲୁଟ୍। ଅର୍ଜୁନ ସହ ଡକାୟତି ଗ୍ୟାଙ୍ଗରେ ମୋଟ ୫ ଜଣ ଥିଲେ। ଖସିଗଲେ ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ।
powered by social2s