ପୋଲିସ ଗୁଳିରେ ଦୁଇ ଗୋ ଚାଲାଣକାରୀ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ୱଲପୁର: ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନ୍‌କାଉଣ୍ଟରରେ ୨ ଅପରାଧୀ ଆହତ ହୋଇଛନ୍ତି। ଦୁଇ ଅପରାଧୀଙ୍କ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଦୁଇ ଅପରାଧୀ ପଶ୍ଚିମବଙ୍ଗରୁ ଆସିଥିବା ସୂଚନା। ଅପରାଧୀଙ୍କୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି।

powered by social2s