ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଣାପଞ୍ଜରୀରେ ଫୁଟିଲା ବୋମା। ଗୋଡ଼ାଇ ଗୋଡ଼ାଇ ମହମ୍ମଦ ଅଖତର୍ ନାମକ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୃର୍ବୁତ୍ତ। ମହମ୍ମଦଙ୍କ ପିଠି, ମୁଣ୍ଡ ଓ ହାତରେ ଲାଗିଛି ଆଘାତ। ତାଙ୍କୁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଦାଦାବାଟିକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସୂଚନା।
powered by social2s