ନୂଆପଡ଼ା: ନୟାଗଡ଼ରେ ୩ ଅନ୍ତଃରାଜ୍ୟ ବାଇକ୍ ଲୁଟେରା ଗିରଫ ହୋଇଛନ୍ତି। ଗିରଫ ୩ ଲୁଟେରା ସିନାପାଲି ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଲୁଟେରାଙ୍କ ଠାରୁ ୧୭ଟି ଚୋରା ବାଇକ୍ ଜବତ କରାଯାଇଛି । ଛତିଶଗଡରୁ ବାଇକ୍ ଚୋରି କରି ଆଣି ନୂଆପଡ଼ାରେ ବିକ୍ରି କରୁଥିଲେ। ଏହି ସୂଚନା ଦେଇଛନ୍ତି ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଜି.ଆର୍. ରାଘବେନ୍ଦ୍ର।
powered by social2s

