ନୟାଗଡ଼ରେ ୧ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିରେ ୧ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ପୋଲିସ। ବ୍ରାଉନ ସୁଗର କାରବାର ରେ ସଂପୃକ୍ତି ଅଭିଯୋଗରେ ଇଟାମାଟି ବେହେରା ସାହିର ନସିରୁଦ୍ଦିନ ଖାଁ ଓ ମୁନା ଖାଁ ଗିରଫ ହୋଇଥିବା ସୂଚନା ମିଳିଛି। ବ୍ରାଉନ ସୁଗର ବିକ୍ରି କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କଲା ଇଟାମାଟି ପୋଲିସ।

powered by social2s