ବଲାଙ୍ଗୀର: ବଲାଙ୍ଗିର ଟାଉନ ଥାନା ବିଷ୍ଣୁମୁଣ୍ଡାରେ ହତ୍ୟାକାଣ୍ଡ ହୋଇଛି। ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ପାନ ଦୋକାନୀ ମନୋଜ ନାଏକଙ୍କୁ ଲୁହା ରଡ଼ରେ ଆକ୍ରମଣ କରାଯାଇଥିଲା। ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। -ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
powered by social2s