କଟକ: କଟକ ଚୌଦ୍ବାର ଇନ୍ଦ୍ରାଣୀପାଟଣାରେ ଡବଲ ଏନ୍କାଉଣ୍ଟର ହୋଇଛି। ଦୁଇ କୁଖ୍ୟାତ ଅପରାଧୀଙ୍କୁ ସ୍ପେଶାଲ ସ୍କ୍ବାଡ୍ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଆହତ ହୋଇଛନ୍ତି କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା। ଦୁଇ ଅପରାଧୀଙ୍କ ଗୋଡ଼ରେ ଗୁଳି ବାଜିଛି। ଏସ୍ସିବି ମେଡିକାଲ ଟ୍ରମା କେୟାର୍ରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି।। ଡକାୟତି, ଲୁଟ୍ପାଟ ଭଳି ଏକାଧିକ ମାମଲାରେ ଜଡ଼ିତ ଅଛନ୍ତି ଦୁଇ ଅପରାଧୀ।
powered by social2s