ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଶାନ୍ତି ନଗରରେ ଫୁଟିଲା ଗୁଳି। ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଯୁବକ ଗୌରବ ଅଗ୍ରୱାଲ। ଗୁଳି ଫୁଟାଇଥିବା ୩ ଯୁବକ ଗତ ୩ ଦିନ ହେଲା ଏହି ଅଞ୍ଚଳରେ ବୁଲୁଥିବା ଦେଖିଛନ୍ତି ସ୍ଥାନୀୟ ଲୋକେ।
powered by social2s