ଜଳେଶ୍ୱର ପୋଲିସକୁ ଆକ୍ରମଣ କରି ୪ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଳେଶ୍ୱର : ବାଲେଶ୍ୱର ଦେଇ ଯାଉଥିବା ଜିଲ୍ଲା ଜାତୀୟ ରାଜପଥ ୬୦ ଜଳେଶ୍ୱର ଥାନା ଶନ୍ତିଆ ନିକଟରେ ପୋଲିସକୁ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ। ଗତକାଲି ବିଳମ୍ବିତ ରାତିରେ ଜଣେ ଟ୍ରକ୍ ଚାଳକଙ୍କୁ ମାଡ଼ ମାରି ଦାଦାବଟି ମାଗୁଥିବା ବେଳେ ପହଞ୍ଚିଥିଲା ପୋଲିସ। ପୋଲିସ କର୍ମଚାରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପୋଲିସ ଏସ ଆଇ ସୃଷ୍ଟିଧର ବେହେରା ଓ ଜଣେ ମହିଳା କନେଷ୍ଟବଳ ଆହତ ହୋଇଥିବା ସୂଚନା। ଏହି ଘଟଣାରେ ୪ ଆକ୍ରମଣକାରୀ ଗିରଫ ହୋଇଛନ୍ତି।

powered by social2s