ଜଙ୍ଗଲରୁ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୁମ୍ବେମେଳୁ ଜଙ୍ଗଲରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ୨ଟି ବନ୍ଧୁକ, ଜିଲୋଟିନ୍, ଡିଟୋନେଟର୍ ଜବତ କରାଯାଇଛି। ବି ଏସ୍ ଏଫ୍ ର କମ୍ବିଂ ଅପରେସନ୍ ବେଳେ ମାଓ ସାମଗ୍ରୀ ଜବତ ହୋଇଛି। -

powered by social2s