କନ୍ଧମାଳରେ ୩ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ, ୭ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପୋଲିସର ଅପରେସନ ପ୍ରହାରରେ ୨ଟି ପୃଥକ ସ୍ଥାନରୁ ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ୭ ଜଣ ଗିରଫ ହୋଇଥିବା ସୂଚନା। କାଟ୍ରାମାଲା ନିକଟରୁ ୧୨୦ କିଲୋ ଗଞ୍ଜେଇ ସହ ୨ ଜଣ ଗିରଫ ହୋଇଛନ୍ତି। ସେହିପରି ବାଲନ୍ଦାପଡ଼ାରୁ ୨୦୮ କିଲୋ ଗଞ୍ଜେଇ ଜବତ କରାଯାଇଛି ଓ ୫ ଜଣ ଗିରଫ ହୋଇଛନ୍ତି।

powered by social2s