କଣ୍ଠଶିଳ୍ପୀ କରାଇଦେବାକୁ କହି ଗଣଦୁଷ୍କର୍ମ ଅଭିଯୋଗ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବରରେ ଏକ ଲଜ୍‌ରେ ନିଶାଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ। କଣ୍ଠଶିଳ୍ପୀ ସ୍ବପ୍ନ ଦେଖାଇ ଜଗତସିଂହପୁରରୁ ଭୁବନେଶ୍ବର ଆଣିଥିଲେ ୩ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଗତସିଂହପୁରର ଚନ୍ଦନ ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ ଆଚାର୍ଯ୍ୟ ଓ ଚନ୍ଦ୍ରଶେଖରପୁରର ରାଜେଶ ଦାସ।

powered by social2s