ଭୁବନେଶ୍ବର: ଏମ୍ସ ଭୁବନେଶ୍ବର କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଡ୍ୟୁଟିକୁ ଯାଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ୩ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ। ଗୁରୁତର ଆହତ ସୁଧାଂଶୁ ଖୁଣ୍ଟିଆ ଏମ୍ସରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି।
powered by social2s

