ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଅଭିଯୁକ୍ତକୁ ଗିରଫ କଲା ଭରତପୁର ଥାନା ପୋଲିସ । ବସ୍ ପାଇଁ ଅପେକ୍ଷା କରିଥିବା ସମୟରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ସୂଚନା। ପାଟି କରିବାରୁ ଦୌଡ଼ି ପଳାଇଥିଲା ଅଭିଯୁକ୍ତ । ଅଭିଯୁକ୍ତ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର। ବସ୍ରେ ଖସିବାକୁ ଉଦ୍ୟମ କରୁଥିବା ବେଳେ ଧରିଲା ପୋଲିସ।
powered by social2s

