ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଅଫିମ ଅଫିମ ଚାଷ ନଷ୍ଟ କଲା ପୋଲିସ। ଯଶିପୁର ଅସ୍ତକୁଅଁର ପଞ୍ଚାୟତ ଅଧୀନ ଗୋପୀନାଥପୁରରେ ଅତର୍କିତ ଚଢ଼ାଉ କରି ୨ କୋଟି ଟଙ୍କା ମୂଲ୍ୟର ଅଫିମ ଚାଷ ନଷ୍ଟ କଲା ପୋଲିସ। ଏକ ଏକରରୁ ଅଧିକ ଜମିରେ ଅଫିମ ଗଛକୁ ନଷ୍ଟ କରାଯାଇଛି।
powered by social2s

