ଭଦ୍ରକରେ ୨୫ ବାଲି ବୋଝେଇ ହାଇୱା ଜବତ; ୫ ଅଟକ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ ଚଢ଼ାଉ କରି ବେଆଇନ ବାଲି ଚାଲାଣ ବେଳେ ୨୫ଟି ହାଇୱା ଜବତ କରିଛି ବନ୍ତ ପୋଲିସ୍ ଓ ଜିଲ୍ଲା ଖଣି ବିଭାଗ। ଜବତ ହାଇୱାକୁ ଥାନାକୁ ନେଲା ପୋଲିସ୍‌। ୫ ଡ୍ରାଇଭର ଅଟକ ଥିବା ସୂଚନା।

powered by social2s