ବିପୁଳ କଫ୍‌ ସିରପ୍ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାହଜବାହଲ ଖେଳପଡ଼ିଆରୁ ୯ ହଜାର ବୋତଲ କଫ୍‌ ସିରପ୍ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ଗୋଟିଏ ପିକଅପ୍ ଭ୍ୟାନ୍ ସହ କାର୍ ଜବତ କରିଛି ପୋଲିସ୍। ଚଢ଼ାଉ ସମୟରେ ୩ ଜଣ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡ଼ିଛି।

powered by social2s