ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୬ ଲକ୍ଷରୁ ଊର୍ଦ୍ଧ୍ଵ ନଗଦ ଟଙ୍କା ସହ ୨୦ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ବାୟାପଣ୍ଡାଦର ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ଜଣଙ୍କ ଘରେ ପଶି ୬ ଲକ୍ଷରୁ ଊର୍ଦ୍ଧ୍ଵ ନଗଦ ଟଙ୍କା ସହ ୨୦ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ଲୁଟିନେଲେ ୮ ବନ୍ଧୁକଧାରୀ ଦୁର୍ବୃତ୍ତ। ପାଣି ମାରିବା ଆଳରେ ଘରେ ପଶିଥିଲେ ଦୁର୍ବୃତ୍ତ। ପଥମେ ଫାଙ୍କା ଗୁଳିଚାଳନା କରି ଘର ଲୋକଙ୍କୁ ଭୟଭୀତ କରାଇଲେ। ପରେ ସଦସ୍ୟଙ୍କୁ ଗୋଟିଏ ଘରେ ପୂରାଇ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

powered by social2s